June 13, 2026

Connect with Us

Year: 2026

ଭୁବନେଶ୍ୱର: ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଉଭୟ ବିଜେଡ଼ି ଏବଂ କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ କଂଗ୍ରେସର...
ଭୁବନେଶ୍ୱର:ସମବାୟ ନିବନ୍ଧକ ଓଡ଼ିଶା ଙ୍କ ଅଫିସ ଏଥର ଚାଲିବ ତ ?ଯେଉଁ ବ୍ୟକ୍ତିଙ୍କ ନାମରେ ପୋଲିସକୁ ଚାର୍ଜସିଟ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ...
ଭୁବନେଶ୍ୱର :ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ ବୋମାରେ ଉଡାଇଦେବାକୁ ଇ-ମେଲ୍ ଯୋଗେ ମିଳିଥିଲା ଧମକ...
ପୁରୀ :ପୁରୀ ମହାନଗର ନିଗମ ପ୍ରକ୍ରିୟା ପାଇଁ ସୀମାନ୍ତ ୯ ପଞ୍ଚାୟତର ୩୪ ରାଜସ୍ବ ଗ୍ରାମ ସାମିଲ ହେବା ପରେ ୱାର୍ଡ ବିଭାଜନ...
ନୂଆଦିଲ୍ଲୀ:ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି।ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା...
ଭୁବନେଶ୍ୱର: ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ସରକାର ଅଂଶୁଘାତ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଖରାରେ କଟିବନି ଲାଇନ। ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ...
ଭୁବନେଶ୍ୱର: ଏକାଥରକେ ଏକାଧିକ ବରିଷ୍ଠ ପ୍ରଶାସକଙ୍କୁ ଅଦଳବଦଳ କରାଯାଇଛି । ଯେଉଁଥିରେ ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ...