ରାଜ୍ୟ ବିଦ୍ୟୁତ ଆଘାତରେ ଯୋଗାଣ ମନ୍ତ୍ରୀଙ୍କ ସହାୟକ ମୃତ Samabaya Sambad January 30, 2026 Share ଭୁବନେଶ୍ୱର:ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହାୟକଙ୍କ ମୃତ୍ୟୁ ହୋଇଛି ।ସେ ସପରିବାର ସହିତ ମନ୍ତ୍ରୀଙ୍କ ବାସଭବନରେ ରହୁଥିଲେ ବୋଲି ଜଣାପଡ଼ିଛି । କ୍ୟାପିଟାଲ ଥାନା ପୋଲିସ ପହଁଛି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । Post navigation Previous: ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍Next: ଦୁର୍ଘଟଣାରେ ୨୮ଜଣ ଯବାନ ଆହତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related News 1 minute read ରାଜ୍ୟ ବନ ବିଭାଗ କାର୍ଯ୍ୟାଳୟରୁ ୬୫ ଲକ୍ଷ ଟଙ୍କା ହେରଫେର ଘଟଣାରେ ୩ ଜଣ ଗିରଫ୍ Samabaya Sambad October 18, 2026 0 ରାଜ୍ୟ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ Samabaya Sambad October 18, 2026 0 ରାଜ୍ୟ ଭିଜିଲାନ୍ସ ମାମଲାରେ ଚାର୍ଜସିଟରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ନାଁକୁ ‘ସାକ୍ଷୀ’ ତାଲିକାରୁ ବାଦ୍ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି Samabaya Sambad October 18, 2026 0