ଭୁବନେଶ୍ୱର:ରୁକୁଣା ରଥର ଚାରମାଳ ବାନ୍ଧିବା ସମୟରେ ରଥ ମଝିରୁ ତଳକୁ ପଡିଗଲେ ଭୋଇ ସେବାୟତ। ମୁଣ୍ଡରେ ଆଘାତ ଲାଗିବା ସହ ସାମାନ୍ୟ ଆହତ ହୋଇଛନ୍ତି ଭୋଇ ସେବାୟତ ଜଟିଆ ଭୋଇ।ଆହତ ସେବାୟତଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଛି। ଘଟଣାସ୍ଥଳରେ ଜୋନ୍-୨ ଏସିପି, ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ସେବାୟତଙ୍କ ସହ ଆଲୋଚନା କରିଛନ୍ତି।