ଗୋପ:କଲେଜ ଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡ ରେ ମରଣାତ୍ମକ ଆକ୍ରମଣ ହୋଇଛି lଗୋପ ଥାନା ନାଗପୁର ରେ ଘଟିଛି ଅଘଟଣ, ଛାତ୍ରୀ ଜଣକ ଗୋପ କଲେଜ ରେ +2 ପରୀକ୍ଷା ଦେବାକୁ ଯାଉଥିଲେ, ଘର ଠାରୁ ଦୁଇ ଶହ ମିଟର ଦୂରରେ ହେଲା ଆକ୍ରମଣ, ଛାତ୍ରୀ ଜଣକ ହେଲେ ରାନୀ ବିଶ୍ୱାଳ, ଛାତ୍ରୀ ଜଣକ ର ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିବା ସହିତ ପ୍ରଥମେ ନାଗପୁର ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ଗୋପ ମେଡିକାଲ ରେ ଭର୍ତ୍ତି କରିଛନ୍ତି, ଡାକ୍ତର ଙ୍କ ଚିକିତ୍ସା ସମୟରେ ଛାତ୍ରୀ ଜଣକ ବେକରେ ସାମାନ୍ୟ କ୍ଷତ ରହିଥିବା ଜାଣିବାକୁ ମିଳିଛି,ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି l
