ଭୁବନେଶ୍ୱର :ଆଜି ଖବର କାଗଜ ର ପ୍ରଥମ ପୃଷ୍ଠା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ବିଜ୍ଞାପନ । ଓଡିଶା ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ ମାନ୍ୟବର ଗୃହ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା । ଓଡ଼ିଶା ଆଗମନକୁ ସ୍ଵାଗତ । ଆଜିର ବିଜ୍ଞାପନ କେବଳ ଜନସାଧାରଣ ପଢିବା ପାଇଁ ନା କାର୍ଯ୍ୟ କିଛି ଆରମ୍ଭ ହେବ ?ସତରେ ସମବାୟ ବିଭାଗ କାର୍ଯ୍ୟ କରିବ … ସଂଦେହ ???RCS କାର୍ଯ୍ୟାଳୟ କମ୍ପ୍ୟୁଟର କରଣ ପୋର୍ଟାଲ କଣ ? ଉଦାହରଣ – E – Despatch ବନ୍ଦ ।୧୪୧ ପେକ୍ସ ଧାନ ମଣ୍ଡି ର ଭିତ୍ତିଭୂମି ବିକାଶ ହେବ … ସମବାୟ ବିଭାଗ କୁ ଲଜ୍ୟା ଲାଗୁନି କେମିତି ? ଖୋଦ ମନ୍ତ୍ରୀ ଙ୍କ ଜିଲ୍ଲା ଯାଜପୁର ଓ ପୁର୍ବତନ ସମବାୟ ମନ୍ତ୍ରୀ ଙ୍କ ଜିଲ୍ଲା କେନ୍ଦ୍ରାପଡ଼ା ରେ ଆଜିକୁ ଦୁଇ ବର୍ଷ ହେବ ଟଙ୍କା ଖର୍ଚ୍ଚ ହୋଇ ପାରୁନାହିଁ । ପୁଣି ୧୪୧ ଭିତ୍ତିଭୂମି ବିକାଶ ହେବ ।
